27.1 C
Bhubaneswar
Saturday, July 27, 2024
Homeକମନୱେଲଥ ଗେମ୍ସମହିଳା ହକିରେ ଭାରତକୁ ବ୍ରୋଞ୍ଜ

ମହିଳା ହକିରେ ଭାରତକୁ ବ୍ରୋଞ୍ଜ

ନୂଆଦିଲ୍ଲୀ: ବର୍ମିଂଘମରେ ଚାଲିଥିବା କମନୱେଲଥ ଗେମ୍ସ ୨୦୨୨ ରେ ଭାରତୀୟ ମହିଳା ହକି ଟିମ୍ ର ଚମତ୍କାର ପ୍ରଦର୍ଶନ । ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ହାରିବା ପରେ ଭାରତ ପାଖରେ ବ୍ରୋଞ୍ଜ ପଦକ ଜିତିବାର ସୁଯୋଗ ଥିଲା ଏବଂ ଭାରତୀୟ ଟିମ୍ ଏହାକୁ ଜିତିବାରେ ସଫଳ ହୋଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକି ଟିମ୍ ପ୍ରଥମ ଥର ବ୍ରୋଞ୍ଜ ପଦକ ନିଜ ନାମରେ କରିଛନ୍ତି । ନ୍ୟୁଜିଲାଣ୍ଡକୁ ହରାଇ ଭାରତୀୟ ଟିମ୍ ବ୍ରୋଞ୍ଜ ପଦକ ହାସଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking