29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶପ୍ରେମରେ ହାରିଯିବାରୁ ପ୍ରେମିକା ଘରୁ ପ୍ରେମିକ.. ଶେଷରେ....

ପ୍ରେମରେ ହାରିଯିବାରୁ ପ୍ରେମିକା ଘରୁ ପ୍ରେମିକ.. ଶେଷରେ….

କୁହାଯାଏ ଯେ, ପ୍ରେମରେ ସବୁକିଛି ସମ୍ଭବ ହୋଇଥାଏ । ଯେକୌଣସି ବାଧାବିଘ୍ନକୁ ଅତିକ୍ରମ କରି ଜଣେ ନିଜ ପ୍ରେମକ ପାଇବାର ଚେଷ୍ଟା କରେ । କିନ୍ତୁ ପ୍ରେମରେ ଧେକା ଖାଇଥିବା ଜଣେ ପ୍ରେମିକ ତା’ଠାରୁ ଆହୁରି ଭୟଙ୍କର ହୋଇଥାଏ । ପ୍ରେମକୁ ହାରିବା ଦୁଃଖରେ କେତେବେଳେ ସେ କ’ଣ କରି ବସେ, ତାହା କଳ୍ପନା କରିବା ବି ଅସମ୍ଭବ । ଏଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଜାଣିବାକୁ ମିଳିଛି । ପ୍ରେମରେ ହାରିଯିବାରୁ ପ୍ରେମିକା ଘରୁ ଟଏଲେଟ ଚୋରି କରି ନେଇଛି ପୁୁରଣା ପ୍ରେମିକ ।

ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସମସ୍ତଙ୍କୁ ଚକିତ କରି ଦେଇଛି । ଆପଣମାନେ ତ ଅନେକ ପ୍ରେମକାହାଣୀ ଦେଖିଥିବେ ଆଉ ଶୁଣିଥିବେ ପ୍ରେମ ପରେ ଅନେକ ପ୍ରକାରର ବ୍ରେକଅପର ଷ୍ଟୋରି ମଧ୍ୟ ଶୁଣିଥିବେ ହେଲେ ଏମିତି ଏକ ଏକ ବ୍ରେକ୍‌ଅପ୍ର କାହାଣୀ ହୁଏତ ଆଗରୁ କେବେ ଶୁଣି ନଥିବେ କି ଦେଖି ନଥିବେ । ବ୍ରେକ୍‌ଅପ୍ ହେଲା ବୋଲି ରାଗିଗଲା ପ୍ରେମିକ । ପ୍ରେମିକା ଶୋଇଥିବା ବେଳେ ଶୌଚାଳୟରୁ ପ୍ୟାନ ଖୋଲି ଦୌଡି ପଳାଇଲା । ବ୍ରେକଅପ୍ ହେଲା ବୋଲି ପ୍ରେମିକାର ପାଇଖାନା ଖୋଲି ନେଇଗଲା ପ୍ରେମିକ , ଦେଖିଦେଲା ପ୍ରେମିକା ପ୍ୟାନ ଧରି ଦୌଡିଲା ପ୍ରେମିକ । ଆପଣମାନେ ତ ଅନେକ ପ୍ରେମ କାହାଣୀ ଦେଖିଥିବେ ଆଉ ଶୁଣିଥିବେ ପ୍ରେମ ପରେ ଅନେକ ପ୍ରକାରର ବ୍ରେକଅପର ଷ୍ଟୋରି ମଧ୍ୟ ଶୁଣିଥିବେ ହେଲେ ଏମିତି ଏକ ଏକ ବ୍ରେକଅପର କାହାଣୀ ହୁଏତ ଆଗରୁ କେବେ ଶୁଣି ତ୍ନତବେ କି ଦେଖି ନଥିବେ । ଯେଉଁ ବ୍ରେକଅପ କାହାଣୀକୁ ନେଇ ଏବେ ସୁବଠି ଚର୍ଚ୍ଚା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking