30.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଗୁଜୁରାଟରେ ନବରାତ୍ରୀ ଉତ୍ସବରେ କେଜ୍ରିଓ୍ବାଲଙ୍କୁ ବୋତଲ ମାଡ

ଗୁଜୁରାଟରେ ନବରାତ୍ରୀ ଉତ୍ସବରେ କେଜ୍ରିଓ୍ବାଲଙ୍କୁ ବୋତଲ ମାଡ

ଗାନ୍ଧୀନଗର: ଗୁଜୁରାଟର ରାଜକୋଟରେ ନବରାତ୍ରୀ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା AAP ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ପାଣି ବୋତଲ ମାଡ । କେଜ୍ରିଓ୍ବାଲଙ୍କ ଉପରେ ବୋତଲଟି ମାଡ ହୋଇନଥିବା ବେଳେ ମୁଣ୍ଡର ଖୁବ ନିକଟରେ ଯାଇଥିଲା । ଭିଡ ଭିତରୁ କେହି ଜଣେ ବ୍ୟକ୍ତି ଏହାକୁ ଫିଙ୍ଗିଥିଲେ ସୁଦ୍ଧା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ କେଜ୍ରିଓ୍ବାଲଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ମଧ୍ୟ ଗୁଜୁରାଟ ଗସ୍ତରେ ଅଛନ୍ତି । ଏପରି ଘଟଣା ପରେ କେଜ୍ରିଓ୍ବାଲଙ୍କ ରାସଉତ୍ସବରେ ଅଂଶଗ୍ରହଣ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ମଧ୍ୟ ସୂଚନା ମିଳିଛି ।

ପ୍ରବଳ ବର୍ଷା ସତ୍ତ୍ବେ ଓଦା ହୋଇ ଜନସଭାକୁ ସମ୍ବୋଧିତ କଲେ ରାହୁଲ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking