କଟକ : କାଠଯୋଡିରୁ +୨ ଛାତ୍ରଙ୍କ ମୃତଦେହ ଠାବ ହୋଇଛି । ତ୍ରିଶୁଳିଆ ବ୍ରିଜ କାଠଯୋଡିରୁ ସନ୍ଦେହଜନକ ମୃତଦେହ ଠାବ କରାଯାଇଛି । ତେବେ ଛାତ୍ରଙ୍କ ମୃତ୍ୟୁର କାରଣ କଣ ହୋଇଥାଇପାରେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଏଯାବତ ଅସ୍ପଷ୍ଟ ରହିଛି । ଛାତ୍ର ଜଣଙ୍କ ଗତକାଲିଠୁ ନିଖୋଜ ଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।