22.1 C
Bhubaneswar
Saturday, March 22, 2025
Homeଓଡିଶାନାବାଳକକୁ ଗୁଳିମାଡ

ନାବାଳକକୁ ଗୁଳିମାଡ

ଅନୁଗୁଳ : ଘର ଆଗରେ ବୁଲୁଥିବା ବେଳ ନାବାଳକକୁ ଗୁଳିମାଡ ହୋଇଛି । ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା  ସାନକେରେଜଙ୍କ ଗାଁରେ  ଏହି ଘଟଣା ଘଟିଛି  । ନାବାଳକର ଜଙ୍ଘରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ  ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ କୌଣସି କଥାକୁ ନେଇ  କିଛି ଯୁବକଙ୍କ ସହିତ  ଗୁଳିମାଡର ଶିକାର ହୋଇଛି । ନାବାଳକଙ୍କର ପରିବାର ସହିତ ରାତିରେ ବଚସା ହୋଇଥିଲା ।  ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଗୁଳିମାଡ କରିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକ  ଅନଗୁଳ ଚିକିତ୍ସାଳୟକୁ ନେଇଥିଲେ । ପରେ ନାବାଳକକୁ କଟକକୁ ସ୍ଥାନାନ୍ତର କରାଯାଇଛି ।  କେଉଁ ନିର୍ଦ୍ଦିଷ୍ଟ କାରଣ ପାଇଁ ଗୁଳିମାଡ ହୋଇଛି ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ଏ ଯାବତ ପ୍ରତିକ୍ରିୟା  ରଖିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking