29.1 C
Bhubaneswar
Wednesday, April 24, 2024
Homeଓଡିଶାବିଏମ୍‌ସି ପକ୍ଷରୁ ରାଜଧାନୀରେ କିନ୍ନରଙ୍କ ପାଇଁ ଆରମ୍ଭ ହୋଇଛି ଟିକାକରଣ

ବିଏମ୍‌ସି ପକ୍ଷରୁ ରାଜଧାନୀରେ କିନ୍ନରଙ୍କ ପାଇଁ ଆରମ୍ଭ ହୋଇଛି ଟିକାକରଣ

ଭୁବନେଶ୍ୱର : ରାଜଧାନୀରେ କିନ୍ନରଙ୍କୁ ବିଏମ୍‌ସି ପକ୍ଷରୁ ଆରମ୍ଭ ହୋଇଛି ଟିକାକରଣ । ସଖା ତରଫରୁ ସମସ୍ତ କିନ୍ନରଙ୍କ ତାଲିକା ପ୍ରସ୍ତୁତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଶହେ ଜଣ କିନ୍ନରଙ୍କ ହେବ ଟିକାକରଣ । ବିନା ସ୍ଲଟ୍‌ ବୁକିଂରେ ସ୍ୱତନ୍ତ୍ର ସେସନ୍‌ ଜରିଆରେ ଟିକାକରଣ କରାଯାଉଛି । ୟୁନିଟ୍‌-୯ ବାଳକ ବିଦ୍ୟାଳୟରେ ହୋଇଛି କୋଭିଡ୍‌ ଟିକାକରଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking