36.1 C
Bhubaneswar
Sunday, May 19, 2024
Homeଅପରାଧବ୍ଲକ୍ ଅଧ୍ୟକ୍ଷାଙ୍କ ଭଣଜାକୁ ହତ୍ୟା

ବ୍ଲକ୍ ଅଧ୍ୟକ୍ଷାଙ୍କ ଭଣଜାକୁ ହତ୍ୟା

ଖଲ୍ଲିକୋଟ: ବ୍ଲକ୍ ଅଧ୍ୟକ୍ଷାଙ୍କ ଭଣଜାକୁ ହତ୍ୟା । ଗଞ୍ଜାମ ଜିଲ୍ଲା ବଗେୁନିଆପଡ଼ା ବ୍ଲକ୍ ଅଧ୍ୟକ୍ଷାଙ୍କ ଭଣଜାକୁ ହତ୍ୟା । ଖଣ୍ଡାରେ ହାଣିଦେଲେ । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଛି ବୋଲି ସୂଚନା ମିଳିଛି । ରାଗପୁର  ଛକରେ ସଂଘବଦ୍ଧ ଭାବେ ଆକ୍ରମଣ କରି ହାଣିଦେଲେ । ଭାଇ ସହ ବାଇକ୍‌ରେ ଭାବିନୀପୁର ଫେରିଲା ବେଳେ ଏହି ହତ୍ୟାକାଣ୍ଡ ଘଟିଛି । ଜୀବନ ବଞ୍ଚାଇ ଆକ୍ରମଣକାରୀଙ୍କ ଠାରୁ ଖସିଗଲେ ଭାଇ ।

ସୂଚନା ଅନୁଯାୟୀ, ଗାଁ’ କମିଟିକୁ ନେଇ ବିବାଦ ଦେଖାଦେଇଥିଲା । ଏହି ବିବାଦକୁ ନେଇ ହତ୍ୟାକାଣ୍ଡ ଘଟିଛି ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାିଁ ପଠାିବା ସହ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛି । ହେଲେ ହତ୍ୟା କରି ଘଟଣାରସ୍ଥଳରୁ ଫେରାର ହୋଇଯାଇଛନ୍ତି ହତ୍ୟାକରୀ । ଏ ନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି ।

ମହିଳାଙ୍କୁ ମୋଟି କହିବା କମ୍ପାନି ମାଲିକଙ୍କୁ ପଡ଼ିଲା ମହଙ୍ଗା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking