ଭୁବନେଶ୍ୱର: ଆପାର୍ଟମେଣ୍ଟ ପଞ୍ଜିକରଣ ନିଷ୍ପତ୍ତିରେ ଲାଗିଲା ରୋକ୍ । ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କଲେ ହାଇକୋର୍ଟ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାର ହୋଇଥିଲା । ୨୦୨୪ ଫେବୃଆରିରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।