34.1 C
Bhubaneswar
Saturday, May 18, 2024
Homeଓଡିଶାଆଜି ପୁଣି ନୂଆ ୨ ବ୍ଲାକ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ

ଆଜି ପୁଣି ନୂଆ ୨ ବ୍ଲାକ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର: ମହାମାରୀ କରୋନା ପରେ ଏବେ ଫଙ୍ଗସ୍ ଚିନ୍ତା । ରାଜଧାନୀରେ ପୁଣି ନୂଆ 2 ବ୍ଲାକ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ । ଯାହାକୁ ମିଶାଇ ରାଜ୍ୟରେ ବ୍ଲାକ ଫଙ୍ଗସ ସଙ୍କ୍ରମିତଙ୍କ ସଂଖ୍ୟା 3ରେ ପହଞ୍ଚିଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଏହି 3 ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ।

ଗତକାଲି ଭୁବନେଶ୍ବରରୁ ପ୍ରଥମ ବ୍ଲାକ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ରୋଗରେ ମୁଣ୍ଡ ବିନ୍ଧିବା, ଆଖି ଫୁଲିଯିବ, ଅଣନିଶ୍ୱାସୀ ଲାଗିବା, ଅଧା ମୁଁହ ଫୁଲିଯିବା ସହ ଜ୍ଵର ମଧ୍ୟ ରହୁଛି । ସବୁଠୁ ବଡ଼ କଥା ରୋଗୀଙ୍କୁ ସବୁ କିଛି ଦୁଇ ଦୁଇଟି ଦେଖାଯିବାର ଲକ୍ଷଣ ମଧ୍ୟ ଦେଖାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking