26.1 C
Bhubaneswar
Friday, March 29, 2024
Homeଓଡିଶାଦାନଗଦିଉନ୍ନୀତ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ରେ ଟୀକା ନେବା ପାଇଁ ଭିଢ଼ ସାମାଜିକ ଦୃରତା ନାହିଁ

ଦାନଗଦିଉନ୍ନୀତ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ରେ ଟୀକା ନେବା ପାଇଁ ଭିଢ଼ ସାମାଜିକ ଦୃରତା ନାହିଁ

ଯାଜପୁର : ଜିଲ୍ଲାର ଦାନଗଦି ଉନ୍ନୀତ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ର ସ୍ୱାସ୍ଥ ଅଧିକାର ଙ୍କ ଦାଇତ୍ୱ ହୀନତା ଯୋଗୁ ଟୀକା ନେବା ପାଇଁ ନାହଁ ନ ଥିବା ଲମ୍ବା ଧାଡି ଲାଗିଥିଲା l ଗୋଷ୍ଟି କେନ୍ଦ୍ର ପକ୍ଷରୁ ରୁ ଟିକl ଦେବ l.ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇ ନ ଥିଲା ଓ ଟୀକା ଦିଆ ଯିବ ସେଥି ପାଇଁ ନିୟମ କରାଯାଇ ନଥିଲା l ଟୀକା ନେବା ପାଇଁ ବୁଢା ବୁଢ଼ୀ ଯୁବକ ଯୁବତୀ ମନେ ସହ ସହ ସଂଖ୍ୟା ରେ ଆସି ଲମ୍ବା ଧାଡି ଟିଆ ହୋଇଥିଲେ ଫଳରେ ଆଇନ ଶୁଙ୍ଖଳା ପରିସ୍ଥିତି ଉପୁଜି ଥିଲା l ସାମାଜିକ ଦୂରତା କାହା ପାଖରେ ନଥିଲା l ଖବର ପାଇଁ ଦାନଗଦି ବିଡିଓ ମଣିପ୍ରସାଦ ମିଶ୍ର,ତହସିଲଦାର ନମ୍ରତା ମୋଦି,ଫାଣ୍ଡି ଅଧିକାରୀ ଗୋବର୍ଧନ ନାଏକ,ମେଡିକାଲ ଅଫିସର ମଳୟ ପ୍ରଧାନ,ଡାକ୍ତର ସୁବାଷିଶ ଜେନା ଟିକା କେନ୍ଦ୍ର ରେ ଉପସ୍ଥିତ ଥିଲେ:ଦାନଗଦି ର ତେଇସିଗୋଟି ପଞ୍ଚାୟତର ଜନସାଧାରଣ ଙ୍କ ର ପ୍ରବଳ ଭିଡ ହୋଇଥିଲା:ଠିକ ଭାବରେ ପରିଚାଳନା ନକରିବା ଯଥା ଜନସାଧାରଣଙ୍କ ପାଖରେ ସଠିକ ଖବର ନ ପହଞ୍ଚି ବାରୁ ଟିକା ନେବା ପାଇଁ ଜନସାଧାରଣଙ୍କ ଭିଡ ପରିଲକ୍ଷିତ ହୋଇଥିଲା:ଟୀକା ଦେଵ ସମ୍ପର୍କ ରେ ଏକ ଖସଡ଼ା ପ୍ରସ୍ତୁତ କରି ଥିଲେ ରେଜିଷ୍ଟ୍ରସନ ଭୁକ୍ତ ଓ 2ୟ ଡୋଜ ବ୍ୟକ୍ତି ମାନଂକୁ ଟୀକା ଦେବା ର ତାରିଖ ଫୋନ ମାଧ୍ୟମ ରେ ଜଣାଇ ଦିଆ ଜିବ 2ୟ ଡୋଜ ମାନଂକୁ ଆଗ୍ରାଧିକାର ଦିଆ ଜିବ ପ୍ରତିଶୃତି ମିଳିବା ପରେ ଉତେଜନା ହ୍ରlସ ପାଇ ଥିଲା l ଟୀକା ଆବଶ୍ୟକ ମୁତାବକ ଆସୁ ନଥିବାରୁ ସମଗ୍ର ଜିଲ୍ଲା ରେ ଏପରି ପରିସ୍ଥିତି ଉପୁଜିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking