28.1 C
Bhubaneswar
Saturday, July 27, 2024
Homeଓଡିଶାବିଜେଡିର ଉପଦେଶ ଅନାବଶ୍ୟକ : ପୃଥ୍ୱୀରାଜ

ବିଜେଡିର ଉପଦେଶ ଅନାବଶ୍ୟକ : ପୃଥ୍ୱୀରାଜ

ଭୁବନେଶ୍ବର : ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ବିଜେଡିର ଟାର୍ଗେଟ ପ୍ରସଙ୍ଗ । ବିଜେଡିକୁ ସମାଲୋଚନା କଲେ ପୁଅ ତଥା ବିଜେଡି ନେତା ପୃଥ୍ୱୀରାଜ ହରିଚନ୍ଦନ। ଯେଉଁମାନଙ୍କର ସମ୍ବିଧାନ ବିଷୟରେ ଜ୍ଞାନ ନାହିଁ,ମୁର୍ଖ ଏପରି କୁହନ୍ତି । ରାଜ୍ୟପାଳଙ୍କ କ୍ଷମତା ଯଦି ଜଣା ନାହିଁ , ବିଶାରଦଙ୍କ ପରାମର୍ଶ ନିଅନ୍ତୁ । ହାକିମଙ୍କ ନିଦେ୍ର୍ଦଶରେ ଏମିତି ଗଣମାଧ୍ୟମରେ କହିଲେ ଭୁଲ ହୁଏ । ତାଙ୍କ ନେତାଙ୍କ ବାପା ବିଜୁ ପଟ୍ଟନାୟକ ମୋତେ ରାଜନୀତିକୁ ଆଣିଥିଲେ । ରାଜନୀତି କଣ, ନିଜ ରଷ୍ଟ୍ର ପାଇଁ କେମିତି କରାଯାଏ ଜାଣିଛି । ତୋଷାମଦ କରି ଉପଲବ୍ଧି ପାଇବା ବିଜୁ ବାବୁ ଶିଖାଇ ନ ଥିଲେ । ମୋତେ ଉପଦେଶ ଦେବା ବିଜେଡି ନେତାଙ୍କ ଆବଶ୍ୟକ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking