29.1 C
Bhubaneswar
Sunday, November 10, 2024
Homeଓଡିଶାନିର୍ବାଚନ ଅଧିକାରୀଙ୍କୁ ବିଜେପି ଫେରାଦ

ନିର୍ବାଚନ ଅଧିକାରୀଙ୍କୁ ବିଜେପି ଫେରାଦ

ଭୁବନେଶ୍ୱର: ଇସିଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରୁ ନଥିବା ଅଭିଯୋଗ ହୋଇଥିବା ସୂଚନା ରହିଛି । ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେପି । ୩ ବର୍ଷରୁ ଉର୍ଦ୍ଧ୍ୱ ଗୋଟିଏ ପଦବୀରେ ଥିବା ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ଥିଲା । ନିରପେକ୍ଷ ନିର୍ବାଚନ ନେଇ ଡିସେମ୍ବର ୧ରେ ଇସି ବଦଳି ଚିଠି କରିଥିଲେ ।

ଜାନୁଆରୀ ୩୧ ଶେଷ ତାରିଖ ଥିବା ସତ୍ତ୍ୱେ କୌଣସି ପ୍ରକିୟା ଆରମ୍ଭ ହୋଇନି । ରାଜ୍ୟରେ ୧୦ ଜିଲ୍ଲାପାଳ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ଦାୟିତ୍ୱରେ ଥିଲେ । ଏକାଧିକ ଆଇଏଏସ୍‌, ଆଇପିଏସ୍ ମଧ ଲମ୍ବା ସମୟ ହେଲା ଦାୟିଦ୍ୱରେ । ପଦକ୍ଷେପ ନନେଲେ ତାଲିକା ନେଇ ନିର୍ବାଚନ ଅଧିକାରୀଙ୍କୁ ଦେବୁ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ଲେଖାଶ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking