29.1 C
Bhubaneswar
Wednesday, April 29, 2026
Homeଓଡିଶାକାର ଧକ୍କାରେ ବୃଦ୍ଧ ମୃତ

କାର ଧକ୍କାରେ ବୃଦ୍ଧ ମୃତ

ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ପାଇକମାଲ-ନୂଆପଡ଼ା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ରାସ୍ତାରେ ଏକ କିୟା ସୋନେଟ କାର୍ ଜଣେ ବୃଦ୍ଧଙ୍କୁ ପଛ ଧକ୍କା ଦେଇଛିଧକ୍କା ଏତେ ଜୋରରେ ହୋଇଥିଲା ଯେ ଘଟଣା ସ୍ଥଳରେ ହିଁ ବୃଦ୍ଧଙ୍କର ମୃତ୍ୟୁ ଘଟିଛି।ଗାଡ଼ିଚାଳକ ପାଇକମାଲ ମାଣ୍ଡୋସିଲ ଗ୍ରାମର ଦୁଷ୍ମନ୍ତ କୁମାର ସାହୁ ବୋଲି ଜଣା ଯାଇଥିବା ବେଳେ ମୃତ ବ୍ୟକ୍ତିଙ୍କ ନାମ ନାଥ ଆଗଜର। ସେ ପାଇକମାଲ ସ୍ଥିତ ଡୁଙ୍ଗୁରିପାଲି ଗ୍ରାମର ବାସିନ୍ଦା ବୋଲି ଜଣା ଯାଇଛି। ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିଥିବା ବେଳେ ନ୍ୟାୟ ଦାବି କରି ଡୁଙ୍ଗୁରିପାଲି ଗ୍ରାମବାସୀ ରାସ୍ତାରୋକ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking