30.1 C
Bhubaneswar
Wednesday, June 4, 2025
Homeଓଡିଶାବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ : ଜୟରାମ ରମେଶ

ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ : ଜୟରାମ ରମେଶ

ଭୁବନେଶ୍ୱର : ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ କହିଲେ ଜୟରାମ ରମେଶ । ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଅବସରରେ ରମେଶଙ୍କ ପ୍ରେସମିଟ୍ । ଦିଲ୍ଲୀରେ ପ୍ରତି କ୍ଷେତ୍ରରେ ବିଜେପିକୁ ବିଜେଡି ସହେଯାଗ କରିଆସୁଛି । ମୋଦି ସରକାରକୁ ବିଜେଡି କେବେ ବି ସମାଲୋଚନା କରିନାହିଁ । ଏଠାରେ କେବଳ ଲୋକଦେଖାଣିଆ ଭାବେ ଲଢେଇ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking