23.1 C
Bhubaneswar
Friday, February 23, 2024
Homeଓଡିଶାବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ : ଜୟରାମ ରମେଶ

ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ : ଜୟରାମ ରମେଶ

ଭୁବନେଶ୍ୱର : ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ କହିଲେ ଜୟରାମ ରମେଶ । ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଅବସରରେ ରମେଶଙ୍କ ପ୍ରେସମିଟ୍ । ଦିଲ୍ଲୀରେ ପ୍ରତି କ୍ଷେତ୍ରରେ ବିଜେପିକୁ ବିଜେଡି ସହେଯାଗ କରିଆସୁଛି । ମୋଦି ସରକାରକୁ ବିଜେଡି କେବେ ବି ସମାଲୋଚନା କରିନାହିଁ । ଏଠାରେ କେବଳ ଲୋକଦେଖାଣିଆ ଭାବେ ଲଢେଇ କରୁଛନ୍ତି ।

ପୁରୁଷ ବନ୍ଧୁଙ୍କ ଦ୍ୱାରା ବଳାତ୍କାରର ଶିକାର ହେଲେ ଯୁବତୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking