ଭୁବନେଶ୍ୱର : ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ କହିଲେ ଜୟରାମ ରମେଶ । ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଅବସରରେ ରମେଶଙ୍କ ପ୍ରେସମିଟ୍ । ଦିଲ୍ଲୀରେ ପ୍ରତି କ୍ଷେତ୍ରରେ ବିଜେପିକୁ ବିଜେଡି ସହେଯାଗ କରିଆସୁଛି । ମୋଦି ସରକାରକୁ ବିଜେଡି କେବେ ବି ସମାଲୋଚନା କରିନାହିଁ । ଏଠାରେ କେବଳ ଲୋକଦେଖାଣିଆ ଭାବେ ଲଢେଇ କରୁଛନ୍ତି ।