କେନ୍ଦ୍ରାପଡା: ମାର୍ଶାଘାଇ କଅସିଂ ଉକରେ ହୋର୍ଡିଂକୁ ନେଇ ରାଜନୀତି ଜୋର ଧରିଛି । ବିଜେଡି ଲଗାଇଥିବା ହୋର୍ଡିଂରେ ନବୀନ ଓ ୫ଟି ସଚିବଙ୍କ ଉବି ରହିଛି । ହୋର୍ଡିଂରେ ଉଲ୍ଲେଖ, ମହାକାଳପଡାରେ ସର୍ବବୃହତ ଇସ୍ପାତ କାରଖାନା ନିଷ୍ପତ୍ତି । ହୋର୍ଡିଂକୁ ବିରୋଧ କରି ବିଜେପି ପକ୍ଷରୁ ବିରୋଧ ପ୍ରର୍ଦଶନ କରାଯାଇଛି । ଜିଲ୍ଲାବାସୀଙ୍କୁ ମିଛ ପ୍ରତିଶ୍ରୁତି ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ସୂଚନା ସାମ୍ନାକୁ ଆସିଛି । ହୋର୍ଡିଂ ନିକଟରେ ବିକ୍ଷୋଭ ଉଦ୍ୟମ ବେଳେ ବିଜେଡିର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଜେଡିର ବିରୋଧ ପରେ ହୋର୍ଡିଂଠୁ ଅଳ୍ପ ଦୂରରେ ବିଜେପିର ବିରୋଧ ପ୍ରଦର୍ଶନ । ଚାନା ଉତ୍ତେଜନା ଯୋଗୁଁ ଘଟଣାସ୍ଥଳରେ ପହଂଚିଲା ପୋଲିସ ।