27.1 C
Bhubaneswar
Friday, October 18, 2024
Homeଓଡିଶାଇଡିରେ ବିଜେଡି ବିଧାୟକ ପ୍ରଫୁଲ୍ଳ ସାମଲ

ଇଡିରେ ବିଜେଡି ବିଧାୟକ ପ୍ରଫୁଲ୍ଳ ସାମଲ

ଭୁବନେଶ୍ୱର : ଇଡିରେ ହାଜର ହେଲେ ବିଜେଡି ବିଧାୟକ  ପ୍ରଫୁଲ୍ଳ ସାମଲ । ବରପଦା ଇଂଜିନିୟରିଂ ଜମି ମାମଲାରେ ହାଜର ହୋଇଛନ୍ତି । ପ୍ରଫୁଲ୍ଳ ଏବଂ ତାଙ୍କ ପୁଅଙ୍କୁ ହାଜର ହେବାକୁ ଇଡି ନୋଟିସ କରିଥିଲା । ପୂର୍ବରୁ ପ୍ରଫୁଲ୍ଳ ଏବଂ ତାଙ୍କ ପୁଅଙ୍କ ଘରେ ଇଡି ରେଡ୍ କରିଥିଲା ।

ଐତିହାସିକ ଘଟଣା , ଉଜ୍ଜୈନରେ ଲାଗିବ ବିଶ୍ବର ପ୍ରଥମ ବୈଦିକ ଘଡ଼ି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking