34.1 C
Bhubaneswar
Sunday, April 13, 2025
Homeଓଡିଶାଖୁବଶୀଘ୍ର ସଫା ହେବ ବିଜେଡି: ବଳଭଦ୍ର

ଖୁବଶୀଘ୍ର ସଫା ହେବ ବିଜେଡି: ବଳଭଦ୍ର

ଭୁବନେଶ୍ୱର: ଖୁବଶୀଘ୍ର ବିଜେଡି ସଫା ହେବ କହିଲେ ସାଂସଦ ବଳଭଦ୍ର ମାଝୀ । ବିଜେଡିର ସ୍ପଷ୍ଟତା ନାହିଁ, ନୀତି ଆଦର୍ଶ ନାହିଁ । ୧୯୯୭ରେ ବିଜେପି ସହାୟତାରେ ବିଜେଡି କ୍ଷମତାକୁ ଆସିଥିଲା । କିନ୍ତୁ ୨୦୦୯ରେ ବିଜେପି ପିଠିରେ ଛୁରୀ ଭୁସିଲା ବିଜେଡି । କୌଣସି ମତେ ଓଡିଶାରେ ବିଜେଡିର ସ୍ଥାନ ନାହିଁ, ସଫା ହୋଇଯିବ । ୱାର୍ଡମେମ୍ବର ହୋଇନଥିବା ଜଣେ ବ୍ୟକ୍ତି କ୍ଷମତା କେନ୍ଦ୍ର କିପରି ହେଲେ । ରାଜନୈତିକ ଅଭିଜ୍ଞତା ନଥାଇ ଦଳକୁ ଚଳାଇଲେ ସେ ଦଳ କେମିତି ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking