27.1 C
Bhubaneswar
Wednesday, June 26, 2024
Homeଓଡିଶା୧୯ରେ ବିଜେଡିର ବିଧାୟକ ବୈଠକ

୧୯ରେ ବିଜେଡିର ବିଧାୟକ ବୈଠକ

ଭୁବନେଶ୍ୱର : ଆସନ୍ତା ୧୯ ତାରିଖ ଦିନ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ଆଉ ଉକ୍ତ ବୈଠକରେ ହିଁ ବିଜେଡି ବିଧାୟକ ଦଳ ନେତା କିଏ ହେବ ତାହା ସ୍ଥିର କରାଯିବ । ୧୯ ତାରିଖ ଦିନ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ପ୍ରକାଶ ଯେ ନିର୍ବାଚନ ପରେ ନବୀନ ପଟ୍ଟନାୟକ ନା ଦଳର ଅନ୍ୟ ବରିଷ୍ଠ ନେତା ବିଧାୟକ ଦଳ ନେତା ହେବେ ତାକୁ ନେଇ ଗତ କିଛି ଦିନ ହେଲା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ଅପରାହ୍ନ ୪.୩୦ ହେବ ବିଧାୟକ ଦଳ ବୈଠକ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking