25.8 C
Bhubaneswar
Saturday, July 27, 2024
Homeଓଡିଶାବିଜେଡ଼ିରେ ଯୋଗଦେଲେ ମୋହନା ନିର୍ବାଚନମଣ୍ଡଳୀର କଂଗ୍ରେସ ଓ ବିଜେପି ନେତା

ବିଜେଡ଼ିରେ ଯୋଗଦେଲେ ମୋହନା ନିର୍ବାଚନମଣ୍ଡଳୀର କଂଗ୍ରେସ ଓ ବିଜେପି ନେତା

ଭୁବନେଶ୍ୱର: :ଗଜପତିଜିଲ୍ଲାଅନ୍ତର୍ଗତମୋହନା ନିର୍ବାଚନମଣ୍ଡଳୀରଶତାଧିକବିଜେପି ଓ କଂଗ୍ରେସକର୍ମୀଏବଂ ନିର୍ବାଚିତ ପ୍ରତିନିଧି ଆଜିଶଙ୍ଖଭବନ ଠାରେମାନ୍ୟବରମନ୍ତ୍ରୀ ତଥା ମହାକାଳପଡ଼ାବିଧାୟକଅତନୁସବ୍ୟସାଚୀ ନାୟକ ଓରାଜ୍ୟସଭାସାଂସଦ ଡକ୍ଟରସସ୍ମିତ ପାତ୍ରଙ୍କଉପସ୍ଥିତିରେବିଜେଡିରେଯୋଗ ଦେଇଛନ୍ତି ।ଦଳରେସାମିଲ୍‌ହୋଇଥିବାସମସ୍ତବିଜେପି ଓ କଂଗ୍ରେସକର୍ମୀଏବଂ ନିର୍ବାଚିତ ପ୍ରତିନିଧିଙ୍କୁଶ୍ରୀ ନାୟକ ଓ ଡକ୍ଟର ପାତ୍ରଉପଢୌକନ ଦେଇ ଦଳକୁସ୍ୱାଗତକରିଥିଲେ ।ଆଜିବିଜେପି ଓ କଂଗ୍ରେସକର୍ମୀଙ୍କଯୋଗଦାନ ଫଳରେବିଶେଷକରିମୋହନା ନିର୍ବାଚନମଣ୍ଡଳୀରେଦଳୀୟସଂଗଠନ ଆହୁରିମଜଭୂତହେବବୋଲିଶ୍ରୀ ନାୟକ ଓଡକ୍ଟର ପାତ୍ରକହିଥିଲେ ।

ଏହି ଅବସରରେବିଜେଡ଼ିରେସାମିଲ୍‌ହୋଇଥିବାବିଜେପି ଓ କଂଗ୍ରେସନେତାମାନେ ନିଜପ୍ରତିକ୍ରିୟାରେକହିଥିଲେ ଯେ,ମାନ୍ୟବରମୁଖ୍ୟମନ୍ତ୍ରୀ ତଥା ବିଜେଡ଼ିସୁପ୍ରିମୋଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କଲୋକାଭିମୁଖୀକାର୍ଯ୍ୟ, ସ୍ୱଚ୍ଛଶାସନ, ନିର୍ମଳଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତହୋଇଆଜିବିଧିବଦ୍ଧ ଭାବେବିଜେଡିରେଯୋଗଦେଲୁ ।ନୂତନ ଓଡ଼ିଶା ଗଠନ ଦିଗରେମାନ୍ୟବରମୁଖ୍ୟମନ୍ତ୍ରୀଆମକୁଯାହା ଦାୟିତ୍ୱ ଦେବେତାକୁସୂଚାରୁରୂପେ ତୁଲାଇବୁ ।ଦଳରେଆମକୁଗ୍ରହଣକରିଥିବାରୁମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳରସାଂଗଠନିକସମ୍ପାଦକ ପ୍ରଣବ ପ୍ରକାଶ ଦାସଏବଂସମସ୍ତନେତୃବୃନ୍ଦଙ୍କୁକୃତଜ୍ଞତାଜ୍ଞାପନ କରୁଛୁ ।

ଏହିମିଶ୍ରଣ ପର୍ବରେଜିଲ୍ଲାସଭାପତିଜଗବନ୍ଧୁ ଦାସ, ରୁତୁରାଜସାହୁ, ନୂଆଗଡ଼ବ୍ଲକକଂଗ୍ରେସଜିଲ୍ଲାପରିଷଦ ସଦସ୍ୟରାଜୀବ ଦୋରା, ନୂଆଗଡ଼ବ୍ଲକଉପାଧ୍ୟକ୍ଷ ନିହିମିଆରାଇତା, ପୂର୍ବତନ ସରପଞ୍ଚ ଜୟସେନ ଦୋରା, ନାଏବସରପଞ୍ଚ ଯୋଶେଫ ଗମାଙ୍ଗ, ୱାର୍ଡ଼ମେମ୍ବର ଅସୀମାଗମାଙ୍ଗ, ପ୍ରଶାତମଣ୍ଡଳ, ସୁରତାରାଇତା, ପିତାମ୍ବର ନାୟକ, ରାଜେନ୍ଦ୍ର ଦଳବେହେରା, ରାଜେଶମଣ୍ଡଳ, ମଧୁ ମଣ୍ଡଳ, ସରପଞ୍ଚ ଉଦୀପାମଣ୍ଡଳ, ର୍ପୂବତନ ବିଜେପିଜିଲ୍ଲାପରିଷଦ ସଦସ୍ୟା ନନ୍ଦିନୀସାମଲ, ବିଜେପିନେତାହରିଚନ୍ଦ୍ରବୁମଲା, ପ୍ରଫୁଲ୍ଲକୁମାରରାଇତା, ଲବାଗୋ ଦଳାଇ, ଆୟୁଷ୍ମାନ ପରିଛା, ପୂର୍ବତନ ସରପଞ୍ଚ ତାରଣୀ ନାୟକ, ବିଜେପିକର୍ମୀମୋହନାଗୌଡ଼ଙ୍କସହଶତାଧିକବିଜେପି ଓ କଂଗ୍ରେସକର୍ମୀବିଜେଡ଼ିରେସାମିଲହୋଇଥିଲେ ।ଶେଷରେବିଜେଡ଼ିମୁଖପାତ୍ରଡଃପ୍ରିୟବ୍ରତମାଝୀଧନ୍ୟବାଦ ଅର୍ପଣକରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking