31.1 C
Bhubaneswar
Wednesday, April 29, 2026
Homeଓଡିଶାନୂଆ କମିଟି ଗଠନ କଲା ବିଜେଡି

ନୂଆ କମିଟି ଗଠନ କଲା ବିଜେଡି

ଭୁବନେଶ୍ୱର: ରାଜ୍ୟବ୍ୟାପି ବିଜେଡିର କାର୍ଯ୍ୟ ପରିଚାଳନା ପାଇଁ କମିଟି ଗଠନ । ୧୫ ଜଣିଆ କମିଟି ଗଠନ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିରିଷ୍ଠ ନେତାଙ୍କୁ ନେଇ କମିଟି ଗଠନ କରିଛି ବିଜେଡି ।
୧) ଦେବୀ ପ୍ରସାଦ ମିଶ୍ର – ଅଧ୍ୟକ୍ଷ
୨) ପ୍ରମିଳା ମଲ୍ଲିକ
୩) ନୀରଞ୍ଜନ ପୂଜାରୀ
୪) ବିକ୍ରମ କେଶରୀ ଆରୁଖ
୫) ପ୍ରତାପ କେଶରୀ ଦେବ
୬)ପ୍ରଦୀପ କୁମାର ଅମାଦ
୭) ଅରୁଣ କୁମାର ସାହୁ
୮)ଅଶ୍ୱିନୀ କୁମାର ପାତ୍ର
୯) ପ୍ରତାପ ଜେନା
୧୦) ଶାରଦା ପ୍ରସାଦ ନାୟକ
୧୧) ସୁଦାମ ମାରାଣ୍ଡି
୧୨) ମନହୋର ରନ୍ଧାରୀ
୧୩) ସ୍ନେହାଙ୍ଗୀନ ଛୁରିଆ
୧୪) ମମହେଶ ସାହୁ
୧୫) ଦେବେଶ ଆଚାର୍ଯ୍ୟ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking