22.1 C
Bhubaneswar
Saturday, March 22, 2025
Homeଓଡିଶାଶଙ୍ଖ ଭବନରେ ବିଜେଡି ସମନ୍ୱୟ ବୈଠକ

ଶଙ୍ଖ ଭବନରେ ବିଜେଡି ସମନ୍ୱୟ ବୈଠକ

ଭୁବନେଶ୍ୱର : ଶଙ୍ଖ ଭବନରେ ବିଜେଡି ସମନ୍ୱୟ କମିଟି  ବୈଠକ ବସିଛି । ସାଙ୍ଗଠନିକ ନିର୍ୱାଚନକୁ ନେଇ ଗୁରୁତ୍ୱପୂଣ୍ଣ ଆଲୋଚନା  ହେବ । ଆଗାମୀ ଦିନର କାଯ୍ୟକ୍ରମ ଖସଡା ନେଇ ଆଲୋଚନା ହେବ । ବୈଠକରେ ସମନ୍ୱୟ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ । ଆଡଭାଇଜର କମିଟି ସଦସ୍ୟ , ପରାମର୍ଶଦାତା କମିଟି ସଦସ୍ୟ ସାମିଲ ହେବେ । ବୈଠକରେ ସଦସ୍ୟତା କମିଟିର ଆବାହକମାନେ ଉପସ୍ଥିତ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking