ଭୁବନେଶ୍ୱର: ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି ତଥା ରାଜ୍ୟ ସଭାପତିଙ୍କ ଡଃ ରାମଚନ୍ଦ୍ର ଖୁଂଟିଆଙ୍କ ଦ୍ୱାରା ଯୁବ ଶ୍ରମିକ ନେତା, ଯୁବ ସଂଗଠକ ଶ୍ରୀ ବିଷ୍ଣୁ ମୋହନ ରଥଙ୍କୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରାଜ୍ୟ ଯୁବ ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ଶ୍ରୀ ରଥ ଏକାଧିକ ଶ୍ରମିକସଂଗଠନ ତଥା ସାମାଜକି ସଂଗଠନ ସହିତ ଜଡ଼ିତ । ସେ ଏନ୍.ଟ.ି ପି.ସି. କଂଟ୍ରାକ୍ଟ ୱାର୍କରସ୍ ୟୁନିଅନ ର ସଭାପତି ତଥା ଜାତୀୟ ପ୍ରବାସୀ ଶ୍ରମିକ ସଂଗଠନର ଜାତୀୟ ସଂପାଦକ ମଧ୍ୟ ଅଛନ୍ତି । ବେି ଶଷ କରି ଏନ୍.ଟି.ପି.ସି. ତାଳଚେର ଥର୍ମାଲ ପାୱାର ଷ୍ଟେସନର ସଂପୂର୍ଣ୍ଣ ବନ୍ଦ କରିବା ପ୍ରକ୍ରିୟାକୁ ସେ ଘୋର ବିରୋଧ କରିଥିଲେ ଏବଂ ମଳି ତି ମଂଚର ନେତୃତ୍ୱନେଇଥେô ଲ । ତାଙ୍କ ଉଦ୍ୟମରେ ସେହି ତାଳଚେର ଥର୍ମାଲ ଠାରେ ଦୀର୍ଘ ଦିନରୁ ପ୍ରସ୍ତାବିତହୋଇ କାର୍ୟ୍ୟକାରୀ ହେଉନଥିବା ୬୬୦ର ମେଗାୱାଟର ଦୁଇଟି ପ୍ଲାଂଟକୁ କାର୍ୟ୍ୟକାରୀ କରିବା ପାଇଁ ସକ୍ଷମହୋଇଥିଲେ । ସେ ଜଣେ ପରୋପକାରୀ, ନିଷ୍ଠାପର ତଥା ଶମ୍ର ିକ ନେତାଭାବେ ତାଳଚେର ଅଂଚଳରେ ପରଚିତ ।
ଉକ୍ତ ଦାୟିତ୍ୱନେଲାପରେ ସେ ସମଗ୍ର ଓଡ଼ିଶାରେ ରାଷ୍ଟ୍ରୀ ୟ ମଜଦରୁ କଂଗ୍ରେସ ଦ୍ୱାରା ଗଠବନ୍ଧିତ ସମସ୍ତ ସଂଗଠନରଯୁବ ବାହିନିକୁ ନେତୃତ୍ୱ ଦେବା ସହିତ ଆଗାମୀ ଦନି ରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସକୁ ଆହୁରି ଶକ୍ତିଶାଳୀ କରିବାକୁ ପ୍ରତଶ୍ରୁତିବଦ୍ଧ । ସେ ରାଷ୍ଟ୍ରୀ ୟ ମଜଦରୁ କଂଗେସ୍ର ର ଜାତୀୟ ସଭାପତି- ଡଃ ସଂଜୀବାରେଡୀ୍ଡ , ଉପସଭାପତି – ଡଃ ରାମଚନ୍ଦ୍ର ଖୁଂଟିଆ, ସାଧାରଣ ସଂପାଦକ- ସଂଜୟ ସିଂହ, ଯୁବ ସଭାପତି- ସଂଜୟ ଗାବା, ସଂପାଦକ ତଥା ରାଜ୍ୟ ସାଧାରଣ ସଂପାଦକ- କିଶୋର ଜେନା, ସୌଭାଗ୍ୟ ପ୍ରଧାନ, ପ୍ରଶାନ୍ତ ବେହେରା, ଉପସଭାପତି – ମଦନମୋହନ ଧଳ, ଶ୍ୟାମ ସୁନ୍ଦର ମହାପାତ୍ର, ପ୍ରଶାନ୍ତ ମହାପାତ୍ର, ଯଗୁମ ସାଧାରଣ ସଂପାଦକ- ନିର୍ମଳ ସାମଲ, ଅକ୍ଷୟତ୍ରିପାଠୀ, ସତ୍ୟବ୍ରତ ନାୟକ, ମହିଳା ସଭାନେତ୍ରୀ – ପ୍ରଣତି ମିଶ୍ର, ସଂପାଦକ-ସତ୍ୟାନନ୍ଦ ସାହୁ, ବିଭବ ଜେନା, ପ୍ରଦିପ୍ତ କୁମାର ଦାସ ତଥା ରାଷ୍ଟ୍ରୀୟ ମଜଦରୁ କଂଗ୍ରେସର ସମସ୍ତ ବରିଷ୍ଠ କର୍ମକର୍ତା ମାନଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିବା ସହିତ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସମସ୍ତ ସଦସ୍ୟମାନଙ୍କୁ ଏକ ହୋଇ ସଂଗଠନ ପାଇଁ କାର୍ୟ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି । ଆଗାମୀ ଦିନରେ ସେ ରାଜ୍ୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଯୁବ ସଂଗଠନକୁ ସମସ୍ତ ୩୦ ଟି ଜିଲ୍ଲାରୁ ପ୍ରତିନିଧିମାନଙ୍କୁ ନେଇ ପୁନଃଗଠନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।