32.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଇସ୍ତଫା ଦେଲେନି ବୀରେନ ସିଂ

ଇସ୍ତଫା ଦେଲେନି ବୀରେନ ସିଂ

ନୁଆଦିଲ୍ଲୀ: ଇସ୍ତଫା ଦେଲେନି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ ସିଂ । ଏଭଳି ସଂଙ୍କଟ ସମୟରେ ଇସ୍ତଫା ଦେବେନି କହିଲେ ବୀରେନ । ସମର୍ଥକମାନଙ୍କ ଚାପ ଆଗରେ ନରମିଲେ ମୁଖ୍ୟମନ୍ତ୍ରୀ ବୀରେନ ସିଂ । ବୀରେନ ଇସ୍ତଫା ଦେଉଥିବା ଖବର ପାଇ ରୁଣ୍ଡ ହୋଇଥିଲେ ସମର୍ଥକ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଏକାଟି ହୋଇ ଧାରଣା ଦେଇଥିଲେ ।

ପଶ୍ଚିମବଙ୍ଗ: ଘରୁ ମିଳିଲା ବିଜେପି ବୁଥ୍ ସଭାପତିଙ୍କ ଝୁଲନ୍ତା ଶବ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking