28.7 C
Bhubaneswar
Friday, April 10, 2026
Homeଓଡିଶାଜଳିଗଲା ବାଇକ, ଚାଳକ ଗୁରୁତର

ଜଳିଗଲା ବାଇକ, ଚାଳକ ଗୁରୁତର

ଯାଜପୁର: ହୁତ୍‌ହୁତ୍ ହୋଇ ଜଳିଗଲା ବାଇକ୍ । ପାଣିକୋଇଲି ଥାନା ପୁରୁଣା ଟୋଲଗେଟ୍ ନିକଟରେ ଘଟଣାଟି ଘଟିଛି । ବାଇକ ଜଳିଯିବାରୁ ଚାଳକ ଗୁରୁତର । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର । ଯୁବକ ଜଣକ ହାଟସାହି ଅଞ୍ଚଳର ସୂଚନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking