29.1 C
Bhubaneswar
Saturday, September 21, 2024
Homeଓଡିଶାବିଜୁଙ୍କ ଫଟୋ ବାଦ ଦିଆଯାଇଥିବା ଓଡିଆ ଅସ୍ମିତା ପ୍ରତି କୁଠାରଘାତ :  ଅଜୟ କୁମାର

ବିଜୁଙ୍କ ଫଟୋ ବାଦ ଦିଆଯାଇଥିବା ଓଡିଆ ଅସ୍ମିତା ପ୍ରତି କୁଠାରଘାତ :  ଅଜୟ କୁମାର

ଭୁବନେଶ୍ୱର :  ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ବିଜେଡି ପୋଷ୍ଟରରୁ ବିଜୁ ପଟ୍ଟନାୟକଙ୍କୁ ବାଦ୍ ଦିଆଯାଇଥିବା ଦେଖାଗଲାଣି । ବିଜୁଙ୍କ ଜାଗରେ ଏବେ ପାଣ୍ଡିଆନଙ୍କ ଫଟୋ ଲାଗିବା ଦେଖାଗଲାଣି । କିଛି ଦିନ ପରେ ନବୀନଙ୍କ ଫଟୋ କଢି ପାଣ୍ଡିଆନଙ୍କ ଫଟୋ ରହିବ । ବିକ୍ଷପ ଦଳ ହୋଇଥିଲେ ବି ବିଜୁ ବାବୁଙ୍କ ପ୍ରତି ଆମର ସମ୍ମାନ ରହିଛି । ବିଜୁଙ୍କ ଫଟୋ ବାଦ ଦିଆଯାଇଥିବା ଓଡିଆ ଅସ୍ମିତା ପ୍ରତି କୁଠାରଘାତ । ବିଜେଡି ପୋଷ୍ଟରରୁ ବିଜୁ ହଟିବା ଓଡିଆ ଅସ୍ମିତା ଓ ଓଡିଆଙ୍କ ପ୍ରତି ଆଘାତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking