34.1 C
Bhubaneswar
Friday, October 18, 2024
Homeଓଡିଶାକଟକ ଲୋକସଭା ଆସନରେ ଭର୍ତ୍ତୃହରି ମହତାବ ଆଗୁଆ

କଟକ ଲୋକସଭା ଆସନରେ ଭର୍ତ୍ତୃହରି ମହତାବ ଆଗୁଆ

ଭୁବନେଶ୍ୱର : ଏପ୍ରିଲ ୧୯ରେ ଆରମ୍ଭ ହୋଇଥିବା ଲୋକସଭା ଓ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି । ଜୁନ୍ ୧ରେ ୮ଟି ରାଜ୍ୟରେ ୫୭ଟି ଆସନରେ ଭୋଟ୍ ଗ୍ରହଣ ହୋଇଯାଇଛି । ଏହା ସହ ଦେଶର ସର୍ବ ବୃହତ୍ତ ନିର୍ବାଚନ ସମାପ୍ତ ହୋଇଯାଇଛି । ତେବେ ୪୪ ଦିନର ନିର୍ବାଚନ ପ୍ରକ୍ରିୟା ପରେ, ଆଜି ହେଉଛି ଭୋଟ୍ ଗଣନା ଓ ଫଳାଫଳ ଗଣନା । ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଛି । କଟକ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଅଳ୍ପ ବ୍ୟବଧାନରେ ଆଗୁଆ । ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ଠାରୁ ୧୪୭ ଭୋଟରେ ଆଗୁଆ । ପ୍ରଥମ ରାଉଣ୍ଡ ସୁଦ୍ଧା ଭର୍ତ୍ତୃହରି ମହତାବଙ୍କୁ ୪ ହଜାର ୫୦୧ ଭୋଟ୍ । ତେବେ ସଂତୃପ୍ତ ମିଶସ୍ରଙ୍କୁ ୪ ହଜାର ୩୫୪ ଭୋଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking