28.1 C
Bhubaneswar
Wednesday, June 18, 2025
Homeଦେଶ ବିଦେଶଭଦ୍ରାଙ୍କ କମ୍ପାନୀ ଲାଇସେନ୍ସ ବାତିଲ କଲେ ସରକାର

ଭଦ୍ରାଙ୍କ କମ୍ପାନୀ ଲାଇସେନ୍ସ ବାତିଲ କଲେ ସରକାର

ଚଣ୍ଡୀଗଡ଼: ରବର୍ଟ ଭଦ୍ରାଙ୍କୁ ଝଟକା ଜ୍ଝ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଝଟକା ଲାଗିଛି ଜ୍ଝ ଆଜି ହରିୟାଣା ସରକାର ରବର୍ଟଙ୍କ କମ୍ପାନି ସ୍କାଇଲାଇଟ ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡର ଲାଇସେନ୍ସକୁ ରଦ୍ଦ କରିଦେଇଛନ୍ତି ଜ୍ଝ ମିଳିଥିବା ସୂଚନା ମୁତାବକ ହରିୟାଣାର ଗୁରୁଗ୍ରାମରେ ନିର୍ମିତ ସ୍କାଇଲାଇଟ ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡର ରିଅଲ୍ ଇଷ୍ଟେଟ୍ ଲାଇସେନ୍ସକୁ ବିଜେପି ସରକାର ବାତିଲ କରିଛନ୍ତି। ତେବେ ବଡ କଥା ଯେ ହରିୟାଣାରେ ବିଜେପି ସରକାର କ୍ଷମତାକୁ ଆସିବାର ପ୍ରାୟ ସାତ ବର୍ଷ ପରେ ରବର୍ଟ ଭଦ୍ରାଙ୍କ ଉପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ୨୦୦୮ରେ, ହରିୟାଣାରେ ଯେତେବେଳେ କଂଗ୍ରେସ ସରକାର ଥିଲା, ରବର୍ଟ ଭଦ୍ରାଙ୍କୁ ଏହି ଲାଇସେନ୍ସ ଦିଆଯାଇଥିଲା ଜ୍ଝ ବର୍ତ୍ତମାନ ହରିୟାଣାର ଟାଉନ୍ ଆଣ୍ଡ କଣ୍ଟ୍ରି ପ୍ଲାନିଂର ନିର୍ଦ୍ଦେଶକ ଏହି ପଦକ୍ଷେପ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking