27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶମହୁମାଛି ଆକ୍ରମଣ; ଶିକ୍ଷକ ସମେତ ୬ ଛାତ୍ରୀ ଆହତ

ମହୁମାଛି ଆକ୍ରମଣ; ଶିକ୍ଷକ ସମେତ ୬ ଛାତ୍ରୀ ଆହତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବଡବନ୍ଧ କନ୍ୟାଶ୍ରମରେ ଗୁରୁବାର ଦିନ ମହୁମାଛି ଆକ୍ରମଣରେ ଶିକ୍ଷକ ସମେତ ୬ ଜଣ ଛାତ୍ରୀ ଆହତ ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ, ଲୁଣିବାହାଲ ସିଆରସିସିସ ସତ୍ୟ ନାୟକ କନ୍ୟାଶ୍ରମକୁ ମନିଟରିଙ୍ଗ ଯାଇ ଫେରୁଥିବାବେଳେ ଏକ ଆମ୍ବ ଗଛରେ ବସା ବାନ୍ଧିଥିବା ମହୁମାଛି ଆକ୍ରମଣ କରିଥିଲା । ସମସ୍ତ ଛାତ୍ରୀଙ୍କୁ ତୁରନ୍ତ ପୁରୁଣାକଟଖ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଚିକିତ୍ସା ପରେ ଛାତ୍ରୀମାନେ କନ୍ୟାଶ୍ରମକୁ ଫେରିଯାଇଥିବାବେଳେ ସମସ୍ତ ଛାତ୍ରୀ ମାନେ ଠିକ୍ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking