28.1 C
Bhubaneswar
Sunday, September 8, 2024
Homeଓଡିଶାସମ୍ପୂର୍ଣ୍ଣ  ଭଙ୍ଗାଯିବ ବାରବାଟୀ ଷ୍ଟାଡିୟମ୍‌

ସମ୍ପୂର୍ଣ୍ଣ  ଭଙ୍ଗାଯିବ ବାରବାଟୀ ଷ୍ଟାଡିୟମ୍‌

କଟକ : ସମ୍ପୂର୍ଣ୍ଣ ଭାବେ ଭଙ୍ଗାଯିବ ବାରବାଟୀ ଷ୍ଟାଡିୟମ୍ । ସମ୍ପୂର୍ଣ୍ଣ ଭଙ୍ଗାଯାଇ ନୂଆକରି ଗଢାହେବ ବାରବାଟୀ ଷ୍ଟାଡିୟମ୍ । ଭଙ୍ଗାଯିବା ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି । ଭଙ୍ଗାଯାଇ ସମ୍ପୂର୍ଣ୍ଣ ବିଶ୍ୱସ୍ତରୀୟ ଷ୍ଟାଡିୟମ ନୀର୍ମାଣ କରାଯିବ । ନୂଆ ଷ୍ଟାଡିୟମ୍ କରାଯାଇ ଅଧିକ ଦର୍ଶକ କ୍ଷମତା ବଢାଯିବ ବୋଲି ସୂଚନା ଦେଇଛନ୍ତି । ଏବେ ୪୨ ହଜାର ଦର୍ଶକ କ୍ଷମତା ଅଛି , ଆଗକୁ ୬୦ ହଜାରକୁ ବଢିବ ବୋଲି ସୂଚନା ରହିଛି । ଷ୍ଟାଡିୟମ୍‌ର ମୂଳଭିତ୍ତି ୧୯୫୨ ମସିହାରେ ତିଆରି ହୋଇଥିଲା । ସମ୍ପୂର୍ଣ୍ଣ ଭଙ୍ଗାନଗଲେ ନୂଆକରି ତିଆରି କରାଯାଇ ପାରିବନି ବୋଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking