27.1 C
Bhubaneswar
Monday, May 26, 2025
Homeଓଡିଶାଭୁବନେଶ୍ଵରରୁ ବାରଣାସୀକୁ ସିଧାସଳଖ ଉଡ଼ିଲା ବିମାନ

ଭୁବନେଶ୍ଵରରୁ ବାରଣାସୀକୁ ସିଧାସଳଖ ଉଡ଼ିଲା ବିମାନ

ଭୁବନେଶ୍ଵର:  ଭୁବନେଶ୍ଵର ବିମାନବନ୍ଦରରୁ ଆଜିଠାରୁ ବାରଣାସୀକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ବାରଣାସୀକୁ ୭୦ ସିଟ୍ ବିଶିଷ୍ଟ ଆଲିଆନ୍ସ ଏୟାରର ବିମାନ ସବୁ ଦିନ ଉଡ଼ିବ। ଏହି ଆଲିଆନ୍ସ ଏୟାରର ବିମାନ ଭୁବନେଶ୍ୱର ବିମାନବନ୍ଦରରୁ ଦିନ ୧୨ଟା ୧୫ରୁ ଭୁବନେଶ୍ଵରରୁ ଛାଡ଼ି ୨ଟା ୦୫ରେ ବାରଣାସୀରେ ପହଁଚିବ। ସେହିପରି ୨ଟା ୩୦ରେ ବାରଣାସୀରୁ ଛାଡ଼ି ୪ଟା ୨୦ରେ ଭୁବନେଶ୍ଵରରେ ପହଁଚିବ। ମାତ୍ର ୩ହଜାର ୪୭୦ ଟଙ୍କାରେ ଯାତ୍ରୀ ଏହି ବିମାନ ଯାତ୍ରା ସୁବିଧା ପାଇପାରିବେ । ଆଜିଠୁ ବାରଣାସୀକୁ ୭୦ ସିଟ୍ ବିଶିଷ୍ଟ ଆଲିଆନ୍ସ ଏୟାରର ବିମାନ ସବୁ ଦିନ ସେବା ଯୋଗାଇବ ବୋଲି ସୂଚନା ମିଳିଛି।
https://onakhabar.com/2020/01/31/nirbhaya-rape-case-5/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking