24.4 C
Bhubaneswar
Thursday, May 14, 2026
Homeଓଡିଶାବାଂଲାଦେଶୀ ଲିଙ୍କ୍‌: ହେବ ରିମାଣ୍ଡ ଆବେଦନ

ବାଂଲାଦେଶୀ ଲିଙ୍କ୍‌: ହେବ ରିମାଣ୍ଡ ଆବେଦନ

ଜଗତସିଂହପୁର: ବାଂଲାଦେଶୀ ଲିଙ୍କ୍‌ ମାମଲାରେ ଜଗତସିଂହପୁର ପୋଲିସ କବ୍‌ଜାରେ ୫ ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ ଓ ତା’ର ଭାଇ ଅବଦୁଲ ମୁତାଲିଫ ଖାନ୍‌। ଦୁଇ ଭଉଣୀଙ୍କ ସହ ମୋଟ ୫ ଜଣଙ୍କୁ ଗିରଫ ସହ ଖାନ୍‌ତଲାସୀ। ବିଏନ୍ଏସର ବିଭିନ୍ନ ଦଫାରେ ମାମଲା ରୁଜୁ ପରେ ବିଚାର ବିଭାଗୀୟ ହାଜତ ଗଲେ। ହତ୍ୟା ଉଦ୍ୟମ କରିବା, ମାନବ ଚାଲାଣ ପରି ସଙ୍ଗୀନ ଦଫାରେ ମାମଲା। ରିମାଣ୍ଡରେ ଆଣିବାକୁ ଜଗତସିଂହପୁର ପୋଲିସ ଆବେଦନ କରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking