33.1 C
Bhubaneswar
Thursday, April 25, 2024
Homeଓଡିଶା୧୦ ଜିଲ୍ଲାକୁ ପଠାଗଲା ବାଲାଟ ପେପର

୧୦ ଜିଲ୍ଲାକୁ ପଠାଗଲା ବାଲାଟ ପେପର

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ୟ୍ୟାୟରେ ଆଜି ୧୦ ଜିଲ୍ଲାକୁ ବାଲାଟ ପେପର ପଠାଯାଇଛି। ସରପଞ୍ଚ, ୱାର୍ଡ ମେମ୍ବର ଓ ସମିତ ସଭ୍ୟଙ୍କ ପାଇଁ ଏହି ବାଲଟ ପେପର ଯାଇଛି। ଅକ୍ଷର ଅନୁସାରେ ଏହି ସବୁ ବାଲାଟ ପେପର ଜିଲ୍ଲାମାନଙ୍କୁ ପଠାଯାଇଛି । ଆଜି ନାମାଙ୍କନ ଦାଖଲର ଦ୍ୱିତୀୟ ଦିନ । ପ୍ରଥମ ଦିନରେ ମୋଟ ୮ ହଜାର ୭୭୨ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।

କୋଭିଡ କଟକଣା ଭିତରେ ଜଣେ ପ୍ରସ୍ତାବକଙ୍କ ସହ ଆସିଙ୍କନ ଦାଖଲ କରୁଛନ୍ତି ପ୍ରାର୍ଥୀ । ପ୍ରଥମ ଦିନରେ ଜିଲ୍ଲା ପରିଷଦ ପଦ ପାଇଁ ୨୨ଜଣ, ସମିତି ସଭ୍ୟ ପାଇଁ ୫୧୨, ସରପଞ୍ଚ ପାଇଁ ୧୧୨୨ ଓ ୱାର୍ଡ ମେମ୍ବର ପାଇଁ ୭ହଜାର ୧୧୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତା ୨୧ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ଆସନ୍ତାକାଲି ଓ ୨୧ ତାରିଖରେ ବାକି ୨୦ଟି ଜିଲ୍ଲାକୁ ବାଲଟ ପେପର ପଠାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking