ଭୁବନେଶ୍ୱର: ଗୋପବନ୍ଧୁ ସ୍ୱାସ୍ଥ୍ୟବୀମାକୁ ଆୟୁଷ୍ମାନ ଭାରତ ସହ ମିଶାଇବା ଚର୍ଚ୍ଚା ପ୍ରସଙ୍ଗ । ଏହାକୁ ବିକୃତ ନ କରିବା ପାଇଁ କହିଲେ ଓୟୁଜେ । ଏହାକୁ ବିକୃତ ନ କରିବା ପାଇଁ କହିଲେ ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତି । ଆୟୁଷ୍ମାନ ଭାରତ ସହ ମିଶାଇବା ପ୍ରକ୍ରିୟାରୁ ନିବୃତ୍ତ ରୁହନ୍ତୁ । ରାଜ୍ୟରେ ୯ ହଜାରରୁ ଅଧିକ ସାମ୍ବାଦିକ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମାରେ ଉପକୃତ । ଆୟୁଷ୍ମାନ ଭାରତ ସହ ମିଶାଇବାକୁ ଉଦ୍ୟମ କଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ।










