29.1 C
Bhubaneswar
Friday, June 20, 2025
Homeଅପରାଧନିର୍ବାହୀ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ

ନିର୍ବାହୀ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ

କେନ୍ଦୁଝର : ପୌର ନିର୍ବାହୀ ଅଧିକାରୀଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ । ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କୁ ଜୀଅନ୍ତା ଜାଳିବାକୁ ଉଦ୍ୟମ । ଦେହରେ ପଡିଛି ପେଟ୍ରୋଲ, ଅଳ୍ପକେ ବର୍ତ୍ତିଲେ ନିର୍ବାହୀ ଅଧିକାରୀ । ସରକାରୀ ଜମିରେ ଥିବା ଦୋକାନ ଉଚ୍ଛେଦ ନହେବାରୁ ହତ୍ୟା ଉଦ୍ୟମ । ଅଭିଯୁକ୍ତକୁ କାବୁ କରି ପୋଲିସ ଜିମା ଦେଲେ ପୌର କର୍ମଚାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking