27.1 C
Bhubaneswar
Tuesday, May 21, 2024
Homeଓଡିଶାରାଜ୍ୟରେ ହୋଇଛି ଏତିକି ଥର ବିଧାନସଭା ନିର୍ବାଚନ

ରାଜ୍ୟରେ ହୋଇଛି ଏତିକି ଥର ବିଧାନସଭା ନିର୍ବାଚନ

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୬ଥର ବିଧାନସଭା ନିର୍ବାଚନ ହୋଇଛି। ସପ୍ତଦଶ ବିଧାନସଭା ନିର୍ବାଚନ ଲାଗି ଆଜି ବାଜିବ ବିଗୁଲ। ୨୧ଟି ଲୋକସଭା ସହ ୧୪୭ ବିଧାନସଭାରେ ଭୋଟ୍ ଲାଗି ଘୋଷଣା ହେବ ତାରିଖ। ଗତ ୨୦୧୯ରେ ଚାରି ପର୍ୟ୍ୟାୟ ଅର୍ଥାତ ୧୧ ଏପ୍ରିଲରେ ୪ଟି, ୧୮ ଏପ୍ରିଲରେ ୫ଟି, ୨୩ ଏପ୍ରିଲରେ ୬ଟି ଓ ୨୯ ଏପ୍ରିଲରେ ୬ଟି ଲୋକସଭା ଆସନରେ ହୋଇଥିଲା ଭୋଟ। ସେହିପରି ୧୧ ଏପ୍ରିଲରେ ୨୮, ୧୮ ଏପ୍ରିଲରେ ୩୫, ୨୩ ଏପ୍ରିଲରେ ୪୨ ଓ ୨୯ ଏପ୍ରିଲରେ ୪୧ଟି ବିଧାନସଭା ଆସନ ଲାଗି ହୋଇଥିଲା ଭୋଟ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୬ଥର ବିଧାନସଭା ନିର୍ବାଚନ ହୋଇଛି। ୧୯୫୧-୫୨, ୧୯୫୭, ୧୯୬୧, ୧୯୬୭, ୧୯୭୧, ୧୯୭୪, ୧୯୭୭, ୧୯୮୦, ୧୯୮୫, ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ଶେଷଥର ଲାଗି ୨୦୧୯ରେ ହୋଇଥିଲା ବିଧାନସଭା ନିର୍ବାଚନ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking