ପୁରୀ : ଜଗମୋହନ ମରାମତି ମାମଲା ; ଏଏସଆଇ ର ସତ୍ୟପାଠ ଅଗ୍ରାହ୍ୟ । ସତ୍ୟପାଠ ଅସମ୍ପର୍ଣ୍ଣ ଦର୍ଶାଇ ଅଗ୍ରାହ୍ୟ କଲେ ହାଇକୋର୍ଟ । ସତ୍ୟପାଠ ଅଗ୍ରାହ୍ୟ ପରେ ଫେରାଇନେଲେ ଏଏସଆଇ କର୍ତ୍ତୃପକ୍ଷ । ବିସ୍ତୃତ ଭାବେ ସାନି ସତ୍ୟପାଠ ଦେବାକୁ ନିଦେ୍ର୍ଦଶ ଦେଲେ ହାଇକୋର୍ଟ । ଆସନ୍ତା ୧୫ ତାରିଖରେ ଏନେଇ ସାନି ଶୁଣାଣି ହେବ କହିଲେ । ୨୦୧୭ରୁ ଏଯାବତ ମରାମତି ସଂପର୍କରେ ଜାଣିବାକୁ ଚାହିଁଥିଲେ କୋର୍ଟ ।