19.1 C
Bhubaneswar
Monday, November 18, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଯୁଦ୍ଧରେ ୧୭୬୧ ସାଧାରଣ ନାଗରିକ ମୃତାହତ

ଯୁଦ୍ଧରେ ୧୭୬୧ ସାଧାରଣ ନାଗରିକ ମୃତାହତ

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧରେ ୧୭୬୧ ଜଣ ସାଧାରଣ ନାଗରିକ ମୃତାହତ ହୋଇଥିବା ସୂଚନା । ଯୁଦ୍ଧରେ ୬୩୬ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଏହି କ୍ରମରେ ୬୩୬ ସାଧାରଣ ନାଗରିକ ମୃତ୍ୟୁବରଣ କରିଥିବା ବେଳେ ୧୧୨୫ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ, ରୁଷିଆ ବିରୋଧରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା । ଏନେଇ ଟୁଇଟ୍  କରି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ବାଇଡେନ୍ । ସେପଟେ ୟୁକ୍ରେନ ଶରଣାର୍ଥୀଙ୍କୁ ଆମେରିକାରେ ପ୍ରବେଶ ପାଇଁ ଅନୁମତି ଦେବାକୁ ଘୋଷଣା ମଧ୍ୟ ହୋଇଛି । ଆମେରିକା ଶରଣର୍ଥୀ ମାନଙ୍କୁ ଅର୍ଥ, ଖାଦ୍ୟ ଓ ଅନ୍ୟ ମାନବୀୟ ସହାୟତା ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking