ଭୁବନେଶ୍ୱର : ଭରତପୁର ମାମଲାରେ ବରିଷ୍ଠ ସେନା ଅଧିକାରୀଙ୍କ ଚିଠି । ଲେଫ୍ଟନାଣ୍ଟ ଜେନେରାଲ ପିଏସ.ଶେଖାୱତଙ୍କ ଅନୁରୋଧ । ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଶେଖାୱତଙ୍କ ଚିଠି । ମାମଲାରେ ହାଇକୋର୍ଟ ନିଜଆଡୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ସେନାରେ କାର୍ଯ୍ୟରତ ଅଧିକାରୀଙ୍କ ସମ୍ମାନହାନୀ ହୋଇଛି । ମେଜରଙ୍କ ବାନ୍ଧବୀଙ୍କୁ ମଧ୍ୟ ପୁଲିସ ଦୁର୍ବ୍ୟବାହାର କରିଛି । ଯିଏକି ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଝିଅ ।