35.1 C
Bhubaneswar
Sunday, May 19, 2024
Homeଓଡିଶାଆଇନ ପରିକ୍ଷା ଦେବେ ଅର୍ଚ୍ଚନା

ଆଇନ ପରିକ୍ଷା ଦେବେ ଅର୍ଚ୍ଚନା

ଭୁବନେଶ୍ୱର: ବ୍ଲାକ୍େ‌ମଲିଂ କୁଇନ୍ ଅଚ୍ଚର୍ନା ନାଗ ଓକିଲ ହେବା ପ୍ରସ୍ତତି ଚଳାଇଛନ୍ତି । ଏଥିପାଇଁ ସେ ଆଇନ ପରିକ୍ଷା ଦେବେ । ଜେଲରେ ଥାଇ ପରିକ୍ଷା ପାଇଁ ପଢୁଥିବା ବେଳେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଫର୍ମ ଫିଲପ କରିବେ । ଏହାପରେ ସେ ପରିକ୍ଷା ଦେବେ । ତାଙ୍କୁ ଫର୍ମ ଫିଲପ କରିବା ସହ ପରିକ୍ଷା ପାଇଁ ଅନୁମତି ଦେବାକୁ ଅର୍ଚ୍ଚନାଙ୍କ ଓକିଲ କୋର୍ଟଙ୍କ ନିକଟରେ ଗୁହାରୀ କରିଛନ୍ତି । ମିଳିଥିବା ସୂଚନା ମୁତାବକ, ଅର୍ଚ୍ଚନା ଇଣ୍ଟିଗ୍ରେଟେଡ ଲ’ର ସପ୍ତମ ସେମିଷ୍ଟାର ପରୀକ୍ଷା ଦେବେ । ସେ କ୍ୟାପିଟାଲ ଲ କଲେଜର ଛାତ୍ରୀ । ତେବେ ଅଚ୍ଚର୍ନା ଝାରପଡ଼ା ଜେଲ୍େ‌ର ନିୟମ ଅନୁସାରେ ପରୀକ୍ଷା ଦେବେ ବୋଲି ଜଣପାଡିଛି । ଅଚ୍ଚର୍ନା କଣ ପାଇଁ ଆଇନ୍ ପରୀକ୍ଷା ଦେବେ ତାହାକୁ ନେଇ ସବୁଠି ଚର୍ଚ୍ଚା । ଅନ୍ୟପକ୍ଷରେ ସେ ନିଜକୁ ପୂବର୍ରୁ ଓକିଲ କହି ଲୋକଙ୍କୁ ବ୍ଲାକ୍େ‌ମଲିଂ କରୁଥିଲେ । ହେଲେ ଏବେ ତାଙ୍କର ଏହି ମିଛକୁ ସତ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking