33.5 C
Bhubaneswar
Tuesday, June 23, 2026
Homeଓଡିଶାଅନୁଗୁଳ -ପୁରୀ ପାସେଞ୍ଜର ଟ୍ରେନ୍‌ରେ ଲାଗିଲା ନିଆଁ

ଅନୁଗୁଳ -ପୁରୀ ପାସେଞ୍ଜର ଟ୍ରେନ୍‌ରେ ଲାଗିଲା ନିଆଁ

ଭୁବନେଶ୍ୱର : ଅନୁଗୁଳ-ପୁରୀ ପାସେଞ୍ଜର ଟ୍ରେନର ବ୍ରେକରେ ଆଜି ନିଆଁ ଲାଗିଛି। ସୂଚନା ଅନୁଯାୟୀ , ପୁରୀ ମାଳତିପାଟପୁର ରେଳ ଷ୍ଟେଶନ ନିକଟରେ ଟ୍ରେନ୍‌ ପଛ ପାଖ ଇଞ୍ଜିନରୁ ଧୂଆଁ ବାହାରିବାର ଲୋକେ ଦେଖିଥିଲେ। ଆଉ ପରେ ଟ୍ରେନର ବ୍ରେକରେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ ଏବଂ ତୁରନ୍ତ ଟ୍ରେନରୁ ସମସ୍ତ ଯାତ୍ରୀ ଟ୍ରେନରୁ ଓହ୍ଲାଇ ପଡ଼ିଥିଲେ। ଟେକ୍‌ନିକାଲ ଟିମ୍‌ ପହଞ୍ଚି ଯାଞ୍ଚ କରିବା ସହ ନିଆଁକୁ ଆୟତ୍ତ କରିଥିଲେ। ଇଞ୍ଜିନରେ ଅଧିକ ଉତ୍ତାପ ଯୋଗୁ ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ଏ ନେଇ ଯାଞ୍ଚ ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking