36.1 C
Bhubaneswar
Sunday, May 19, 2024
Homeଓଡିଶାନିରାଶ କଲେ ଦୂତି, ୧୦୦ ମିଟର ମହିଳା ଦୌଡ ସେମି କ୍ୱାଲିଫାଏରେ ହେଲେ ବିଫଳ

ନିରାଶ କଲେ ଦୂତି, ୧୦୦ ମିଟର ମହିଳା ଦୌଡ ସେମି କ୍ୱାଲିଫାଏରେ ହେଲେ ବିଫଳ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ପାଇଲେ ଧାବିକା ଦୂତି ଚାନ୍ଦ । ୧୦୦ ମିଟର ମହିଳା ଦୌଡ ପ୍ରତିଯୋଗିତାର ପଞ୍ଚମ ହିଟ୍ସରେ ଚତୁର୍ଥ ସ୍ଥାନ ପାଇଛନ୍ତି ଦୂତି । ତେବେ ୧୧.୫୫ ମିନିଟରେ ଦୂତି ୧୦୦ ମିଟର ଅତିକ୍ରମ କରିଥିବା ଜଣାପଡିଛି ।

ଅଗଷ୍ଟ ୨୮ରେ ଭାରତ, ପାକିସ୍ତାନ ମୁହାଁମୁହିଁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking