34.1 C
Bhubaneswar
Thursday, March 28, 2024
Homeଓଡିଶାବିପଦସଂଙ୍କୁଳ ଅବସ୍ଥାରେ ଅଙ୍ଗନବାଡି କେନ୍ଦ୍ର

ବିପଦସଂଙ୍କୁଳ ଅବସ୍ଥାରେ ଅଙ୍ଗନବାଡି କେନ୍ଦ୍ର

ନୟାଗଡ : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗଡ଼ବାଣିକିଲୋ ଗ୍ରାମପଂଚାୟତର ଗଡ଼ବାଣିକିଲୋ ଗ୍ରାମର ଅଙ୍ଗନବାଡି କେନ୍ଦ୍ରର ଅବସ୍ଥା କହିଲେ ନସରେ। ଯାହା ଭାଙ୍ଗିବାକୁ ବସିଲାଣି। କୋମଳମତି ପିଲାମାନଙ୍କ ଅସୁବିଧା ହେବା ସତ୍ୱେ ପ୍ରଶାସନିକ ନଜର ନାହିଁ। ଉପରୁ ପାଣି ଗଳୁଥିବା ବେଳେ ସେ ଘରେ ଟୀକାକରଣ ଓ ପୋଷାକ ବଣ୍ଟନ କରାଯାଉଛି। ଏହି ଅଙ୍ଗନବାଡି କେନ୍ଦ୍ରକୁ ଘର ମଂଜୁର କରାଯାଇଥିଲେ ମଧ୍ୟ ଏହା କଣ ପାଇଁ ଅଧା ଗଢ। ଅବସ୍ଥାରେ ପଡ଼ି ରହିଛି। ଅଭିଵାଵକଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାରମ୍ବାର ଅଭିଯୋଗ ସତ୍ୱେ ସରକାରଙ୍କ ତରଫରୁ ଅଧାଗଢା ଅଙ୍ଗନୱାଡି କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ କରାଯାଉ ନାହିଁ। ପ୍ରଶାସନିକ ପଦସ୍ତ ଅଧିକାରୀ ଏହା ଉପରେ ନଜର ଦେଇ ଏହି ଅଙ୍ଗନବାଡି କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ଅଭିଭାବକ ମହଲରେ ଦାବିହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking