34.1 C
Bhubaneswar
Saturday, May 18, 2024
Homeଅପରାଧପୁଣି ରକ୍ତରଞ୍ଜିତ ରାଜଧାନୀ

ପୁଣି ରକ୍ତରଞ୍ଜିତ ରାଜଧାନୀ

ଭୁବନେଶ୍ୱର: ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ । ୨୨ର ରାଗ ୨୩ରେ ସୁଝେଇଲେ ମାଛ ବ୍ୟବସାୟୀ । ପ୍ରତିଶୋଧ ପରାୟଣ ହୋଇ ବ୍ୟବସାୟୀଙ୍କୁ ହାଣିଲେ ଅଟୋ ଡ୍ରାଇଭର । ବଡଗଡ ହାଇସ୍କୁଲ ପାଖରେ ମାଛ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଲେ ଅଟୋ ଡ୍ରାଇଭର । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଅଜୟ କୁମାର ରାଉତ । ମୁଣ୍ଡରେ ଓ ହାତରେ ଆଘାତ ଲାଗିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହାଣିଥିବା ସୁଚନା ମିଳିଛି । ଏନେଇ ଅଭିଯୁକ୍ତ ଅଟୋ ଡ୍ରାଇଭରକୁ ଖୋଜୁଛି ପୋଲିସ । ପୁରୀରେ ଲୁଚିଥିବା ବେଳେ ପୋଲିସ ଧରିବା ପାଇଁ ଡେରା ପକାଇଛି ।

କଳିଙ୍ଗ ଷ୍ଟାଡିୟମରେ ଷ୍ଟାଲିନ; ଷ୍ଟାଡିୟମ ବୁଲି ଦେଖିଲେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking