28.1 C
Bhubaneswar
Sunday, September 8, 2024
Homeଓଡିଶାକଟକରେ ଅମିତ ଶାହଙ୍କ ବିଶାଳ ରୋଡ ସୋ’

କଟକରେ ଅମିତ ଶାହଙ୍କ ବିଶାଳ ରୋଡ ସୋ’

କଟକ : କଟକରେ ସ୍ୱରଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ରୋଡ୍ ସୋ’ । ଗୋପବନ୍ଧୁ ଛକରୁ ଆରମ୍ଭ ହେଲା ଶାହାଙ୍କ ରୋଡ୍ ସୋ’ । ଶାହଙ୍କ ସହ ଲୋକସ୍ୟଭା ଓ ବିଧାନସଭା ପ୍ରାର୍ଥୀ ସାମିଲ । ପ୍ରାର୍ଥୀ ଭର୍ତ୍ତୃହରି ମହତାପ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସାମିଲ । ତେବେ ପ୍ରାୟ ଏକ ଘଣ୍ଟା ଧରି ରୋଡ଼ ସୋ କରି କଟକ ସହର ପରିକ୍ରମା କରିବେ ଅମିତି ଶାହ । ଏହି ରୋଡ଼ ସୋ ବକ୍ସି ବଜାର ସ୍ଥିତ ଗୋପବନ୍ଧୁ ପାର୍କରୁ ଆରମ୍ଭ ହୋଇସାରିଛି ଏହା ତିନିକୋଣିଆ ବଗିଚା, ଗୌରୀଶଙ୍କର ପାର୍କ, ବାଲୁବଜାର ଓ ନୟା ସଡ଼କ ପର୍ଯ୍ୟନ୍ତ କରାଯିବ । କେନ୍ଦ୍ରମନ୍ତ୍ରୀଙ୍କ ଏହି ରୋଡ଼ ସୋ ବିଜେପି କ୍ୟାମ୍ପରେ ଉତ୍ସହ ଭରି ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking