26.1 C
Bhubaneswar
Thursday, September 19, 2024
Homeଅପରାଧଭାରତୀୟ ସ୍ଥଳ ସେନାର ଯୁଦ୍ଧ ପୋଷାକ ବିକ୍ରି ଅଭିଯୋଗ ; ଦୋକାନୀ ଗିରଫ

ଭାରତୀୟ ସ୍ଥଳ ସେନାର ଯୁଦ୍ଧ ପୋଷାକ ବିକ୍ରି ଅଭିଯୋଗ ; ଦୋକାନୀ ଗିରଫ

ବ୍ରହ୍ମପୁର : ଭାରତୀୟ ସ୍ଥଳ ସେନାର ଯୁଦ୍ଧ ପୋଷାକ ବିକ୍ରି ଅଭିଯୋଗରେ ବ୍ରହ୍ମପୁରର ଗଞ୍ଜାମ ଗେଲେକ୍ସିରେ ନାମକ ଏକ ଦୋକାନରେ ମିଲିଟାରୀ ଗୁଇନ୍ଦା ଓ ପୋଲିସର ମିଳିତ ଚଢ଼ାଉ । ୪୮୮ ମିଟର ଯୁଦ୍ଧ ପୋଷାକ ଜବତ । ଦୋକାନ ମାଲିକଙ୍କ ବିରୋଧରେ ପୋଲିସ ରୁଜୁ କଲା ଅପରାଧିକ ମାମଲା । ଏହି ପୋଷାକ କୋଲକତାରୁ ଦୋକାନୀ ଆଣୁଥିବା ବେଳେ ତାହା ଲୁଆନାରୁ କୋଲକତାକୁ ଆସୁଥିଲା। ଜବତ ହୋଇଥିବା ପୋଷାକର ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା। ଏହି ପୋଷାକ ତିଆରି ହେଉଥିବା ସ୍ଥାନ ଓ କେଉଁ ପରିସ୍ଥିତିରେ ବିକ୍ରି ହେଉଥିଲା ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖୁଛି I ସୂଚନା ଦେଲେ ବ୍ରହ୍ମପୁର ଏସପି ଡ଼ା ଶ୍ରବଣ ବିବେକ ଏମ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking