31.1 C
Bhubaneswar
Monday, May 25, 2026
Homeଓଡିଶାଗାଡ଼କଣ ଅଞ୍ଚଳରୁ ନାବାଳିକାଙ୍କୁ ଅପହରଣ ଅଭିଯୋଗ

ଗାଡ଼କଣ ଅଞ୍ଚଳରୁ ନାବାଳିକାଙ୍କୁ ଅପହରଣ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ମଞ୍ଚେଶ୍ଵର ଥାନା ଗାଡ଼କଣ ଅଞ୍ଚଳରୁ ନାବାଳିକାଙ୍କୁ ଅପହରଣ ଅଭିଯୋଗ। ଦଶରା ଭସାଣ ଦେଖିବାକୁ ଯାଇ ଝିଅ ଆଉ ଫେରିନି। ଘଟଣାକୁ ୧୨ ଦିନ ହୋଇଗଲାଣି। ପୋଲିସରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏଯାଏ ଝିଅର ପତ୍ତା ନାହିଁ। ପୋଲିସ କେବଳ ମାମଲା ରୁଜୁ କରି ଚୁପ୍ ହୋଇ ବସିଥିବା ପରିବାର ଲୋକ ଅଭିଯୋଗ କରଛନ୍ତି। ସେମାନଙ୍କ କହିବା ଅନୁସାରେ ଗତ ୩ ତାରିଖର ଝିଅକୁ ଅପହରଣ କରାଯାଇଛି। ମଞ୍ଚେଶ୍ୱର ଥାନାରେ  ମାମଲା ବି ରୁଜୁ ହୋଇଛି। ହେଲେ ଘଟଣାକୁ ୧୨ ଦିନ ବିତିବା ପରେ ମଧ୍ୟ ଝିଅକୁ ଉଦ୍ଧାର କରିବାରେ ବିଫଳ କମିଶନରେଟ ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking