29.1 C
Bhubaneswar
Saturday, July 27, 2024
Homeଓଡିଶାସବୁ ହାଇସ୍କୁଲକୁ ସ୍ମାର୍ଟ କ୍ଲାସରୁମ ଓ ୫ଟି ସୁବିଧା ଯୋଗାଇ ଦିଆଯିବ

ସବୁ ହାଇସ୍କୁଲକୁ ସ୍ମାର୍ଟ କ୍ଲାସରୁମ ଓ ୫ଟି ସୁବିଧା ଯୋଗାଇ ଦିଆଯିବ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ରହିଛି ୧୭୩୫ଟି ସ୍କୁଲ। ଅଷ୍ଟମ ଶ୍ରେଣୀ ସହ ଏହି ବିଭାଗ ଅଧୀନରେ ଥିବା ସବୁ ହାଇସ୍କୁଲକୁ ସ୍ମାର୍ଟ କ୍ଲାସରୁମ ଓ ସମସ୍ତ 5T ସୁବିଧା ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେବା ପରେ ଏନେଇ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜୁଲାଇରୁ ଆରମ୍ଭ ହେବାକୁ ଥିବା ଅଭିଭାବକ ବି ଅଂଶୀଦାର କାର୍ଯ୍ୟକ୍ରମରେ ୪ଲକ୍ଷ ଅଭିଭାବକ ଭାଗ ନେବେ।

ଏଥିରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧୀନରେ ଥିବା ସ୍କୁଲ ଗୁଡ଼ିକୁ ସ୍ୱତନ୍ତ୍ର ଅନୁଦାନ ଦିଆଯାଇଛି। ଅଭିଭାବକ ବି ସ୍କୁଲ ଓ ସ୍କୁଲ ବାହାରେ ପିଲାଙ୍କ ପ୍ରଦର୍ଶନ ଜାଣିପାରିବେ। ସେମାନଙ୍କ ମତାମତ ନେଇ କାର୍ଯ୍ୟକ୍ରମ କରାଯିବ, ସେମାନେ ଅଂଶୀଦାର ହେବେ। ଗତ ୨୦ବର୍ଷରେ ବିଭାଗ ଅଧୀନରେ ହାଇସ୍କୁଲ ସଂଖ୍ୟା ୨୧୫ରୁ ୪୨୨କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking