32.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣର ଆଲର୍ଟ, ଚାଲିଛି କଡ଼ା ଚେକିଂ

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣର ଆଲର୍ଟ, ଚାଲିଛି କଡ଼ା ଚେକିଂ

ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣର ସୂଚନା ମିଳିବା ପରେ ଖୁଫିଆ ଏଜେନ୍ସି ଦିଲ୍ଲୀ ପୋଲିସକୁ ଆଲର୍ଟ ରହିବାକୁ କହିଛି । ଏହା ସହିତ ଦିଲ୍ଲୀ ପୋଲିସ ଇସ୍ରଏଲ ଦୂତାବାସ ଓ ଏଥିରେ ଜଡିତ ସଙ୍ଗଠନର ସୁରକ୍ଷାର ସୁରକ୍ଷାକୁ ବଢ଼ାଇଦେଇଛି । ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପିକେଟ ଲଗାଇ ପୋଲିସ ତଦନ୍ତ କରୁଛି । ତେବେ ଆଜି ହେଉଛି ଇସ୍ରାଏଲର ନୂଆବର୍ଷ । ଦିଲ୍ଲୀ ପୋଲିସ ସୂତ୍ର ଅନୁସାରେ, ୬ ସେପ୍ଟେମ୍ବରରେ ଇସ୍ରାଏଲର ଲୋକମାନେ ନୂଆବର୍ଷକୁ ପାଳନ କରୁଛନ୍ତି । ଏଥିପାଇଁ ଦୂତାବାସ ଓ ତାର ଆଖପାଖ ଅଞ୍ଚଳରେ ନଜର ରଖାଯାଉଛି । ଦିଲ୍ଲୀ ପୋଲିସ ବ୍ୟତୀତ ସାମରିକ ବାହିନୀଙ୍କୁ ମଧ୍ୟ ଇସ୍ରାଏଲ୍ ଦୂତାବାସ ଓ ଏଥିରେ ଜଡିତ ସଙ୍ଗଠନଗୁଡିକର ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking