30.1 C
Bhubaneswar
Saturday, September 21, 2024
Homeଓଡିଶାପୋଲିସ ଓ ଗ୍ରାମ ବାସିଙ୍କ ହସ୍ତକ୍ଷେପ ଫଳରେ ପରିବାର ଲୋକ ଶବ ସତ୍କାର କଲେ

ପୋଲିସ ଓ ଗ୍ରାମ ବାସିଙ୍କ ହସ୍ତକ୍ଷେପ ଫଳରେ ପରିବାର ଲୋକ ଶବ ସତ୍କାର କଲେ

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ପାଞ୍ଚଘୋଛିଆ ଗାଁରୁ ଅନ୍ୟ ଜାତିରେ ଵିବାହକୁ ବାରଣ କରି ପୁଅର ସବ କୁ ଗ୍ରହଣ କରୁନାହାନ୍ତି ପରିବାର ଲୋକ ଲୋକ, ସ୍ତ୍ରୀ ହଟ ହଟା ହୋଇ କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି,କୋଡିଏ ଘଣ୍ଟା ଧରି ଘର ଆଗରେ ପଡିରହିଛି ସବ, ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବଡ଼ କଇଁଚି ମଧୁବନ ର ପାଞ୍ଚଗୋଛିଆ ଗାଁର ବୈଷ୍ଣବ ତରେଇ ଙ୍କ ଝିଅ ମମତା ସେହିଗ୍ରାମର ନବଘନ ରଥଙ୍କୁ ଆଜକୁ ୧୫ବର୍ଷ ହେବ ପ୍ରେମ ବିବାହ କରି ଭୁବନେଶ୍ୱର ରେ ରହି ଆସୁଥିଲେ ନବଘନ ସେଠାରେ ଦିନମଜୁରି କାମ କରି ପରିବାର ଚଳଉଥିବାଵେଳେ କୌଣସି କାରଣରୁ ନବଘନ ଅସୁସ୍ଥ ହୋଇ ଆଜି କଟକ ବଡ ମେଡିକାଲରେ ନବଘନଙ୍କ ମୃତ ହୋଇଥିବାବେଳେ ନଵଘନ ବ୍ରାହ୍ମଣ ଘର ପୁଅ କେଉଟ ଜାତିର ଝିଅ କୁ ବିବାହ କରିଥିବାରୁ ସବ କୁ ନବଘନଙ୍କ ପରିବାର ଲୋକ ଗ୍ରହଣ କରୁନଥିବା ଦେଖିବାକୁ ମିଳିଛି ଏନେଇ ନବଘନଙ୍କ ସ୍ତ୍ରୀ କୁଆଖିଆ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ କୁଆଖିଆ ପୋଲିସ ଘଟଣା ସ୍ଥଳରେ ବୁଝା ବୁଝି କରିଲା ପରେ ବି କୌଣସି ଫଳା ଫଳ ମିଳିନଥିଲାପୋଲିସ ଗ୍ରାମ ବାସି ଓ ପରିବାର ଲୋକ ମଧ୍ୟ୍ୟ ରେ ଆପୋଷ ସମାଧାନ ହୋଇ ଶବ କୁ ସଂସ୍କାର କରା ଗଲା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking